‘ଚିକୁନ୍ କେବଳ ମୋର, ତାଙ୍କୁ ମୋତେ ଫେରାଇ ଦିଅ’ : ଗଣମାଧ୍ୟମ ଆଗରେ ପତ୍ନୀଙ୍କ ଆକୁଳ କ୍ରନ୍ଦନ

ଦୁଇ ଜଣଙ୍କୁ ପାଖରେ ରଖିବି : ଚିକୁନ୍‌ ଭୁବନେଶ୍ୱର: ପୁଲିସ ଚିକୁନକୁ ଧରି ଧଉଳି ଥାନାରେ ପହଞ୍ଚିବା ପରେ ଖବର ପାଇ ଚିକୁନର ମା’, ପତ୍ନୀ ଅହଲ୍ୟା, ଭାଇ ପୁରୁଷୋତ୍ତମ ଓ ପରିବାରର ଅନ୍ୟ ସଦସ୍ୟମାନେ ଧାଇଁ ଯାଇଥିଲେ। ତେବେ ଚିକୁନ୍ ସହିତ ତା’ର ପ୍ରେମିକ‌ା ତଥା ନିଜର ପୁରୁଣା ସାଙ୍ଗକୁ ଦେଖି ଦୁଃଖ ଓ କ୍ରୋଧରେ ଭାଙ୍ଗି ପଡ଼ିଥିଲେ ଅହଲ୍ୟା। ସେ କାନ୍ଦିକାନ୍ଦି ଗଣମାଧ୍ୟମ ଆଗରେ ଚିକୁନ୍ କେବଳ … Continue reading ‘ଚିକୁନ୍ କେବଳ ମୋର, ତାଙ୍କୁ ମୋତେ ଫେରାଇ ଦିଅ’ : ଗଣମାଧ୍ୟମ ଆଗରେ ପତ୍ନୀଙ୍କ ଆକୁଳ କ୍ରନ୍ଦନ